ଆଧାର ନ ଥିଲେ ହିତାଧିକାରୀଙ୍କୁ ମିଳିବନି ଭତ୍ତା

ତିହିଡି : ଯେଉଁ ହିତାଧିକାରୀଙ୍କ ଆଧାରକାର୍ଡ଼ ନାହିଁ ସେହିମାନଙ୍କୁ ଭତ୍ତା ମିଳିବ ନାହିଁ । ଏଥିସହ ଆଧାରକାର୍ଡ଼ ନଥିଲେ କୋଭିଡ-୧୯ ପାଇଁ ସରକାର ଘୋଷଣା କରିଥିବା ଅତିରିକ୍ତ ୧ହଜାର ଟଙ୍କା ସହାୟତା ମଧ୍ୟ ଦିଆଯିବନାହିଁ ବୋଲି ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ନମ୍ବର ୫୧୯୪ /୧୭.୦୭.୨୦୨୦ରେ ଏହି ନିର୍ଦ୍ଦେଶ ଦିଆଯାଇଛି।ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ … Continue reading ଆଧାର ନ ଥିଲେ ହିତାଧିକାରୀଙ୍କୁ ମିଳିବନି ଭତ୍ତା